Browsing Tag

kandamula

ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ କୃଷି ମହୋତ୍ସବ, ଚଳିତ ବର୍ଷର ମାସ୍କଟ ରହିଛି କନ୍ଦମୂଳ

ଭୁବନେଶ୍ବର : ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ କୃଷି ମହୋତ୍ସବ । ସଚିବାଳୟର ପାମ୍‌ କୋର୍ଟରେ ମାସ୍କଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଚଳିତ ବର୍ଷର ମାସ୍କଟ ରହିଛି ’କନ୍ଦମୂଳ’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶିଳ୍ପ ମହାସଂଘର ସହଯୋଗରେ କୃଷି ମହୋତ୍ସବ ହେବ ।…