କଙ୍ଗନା ରାଣାଓ୍ଵତ୍ଙ୍କ ଉପରେ Twitter ନେଲା କଡ଼ା କାର୍ଯ୍ୟାନୁଷ୍ଠାନ, ଡିଲେଟ୍ କଲା ଅନେକ ‘ଆପତ୍ତିଜନକ’ ଟ୍ଵିଟ୍
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ନିକଟରେ ରିହାନା, କୃଷକ ଆନ୍ଦୋଳନର ସମର୍ଥନରେ ଟ୍ଵିଟ୍ କରିବା ପରେ କଙ୍ଗନା ଏହି ସମର୍ଥକମାନଙ୍କ ବିରୋଧରେ ଲଗାତାର ଟ୍ଵିଟ୍ କରି ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏବେ କଙ୍ଗନାଙ୍କର କିଛି ଟ୍ଵିଟ୍କୁ…