ଖୋଲିଲା “ସୂର୍ଯ୍ୟବଂଶମ” ଫିଲ୍ମ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ, ସାଉଥ୍ ଆକ୍ଟର୍ ମୋହନଙ୍କ ନାଁରେ ସଙ୍ଗୀନ ଅଭିଯୋଗ
କନ୍ନଡର ଚର୍ଚ୍ଚିତ ଅଭିନେତ୍ରୀ ସୌନ୍ଦର୍ଯ୍ୟା ୧୭ ଏପ୍ରିଲ୍ ୨୦୦୪ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିଲେ । ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ “ସୂର୍ଯ୍ୟବଂଶମ” ଫିଲ୍ମରେ ସୌନ୍ଦର୍ଯ୍ୟାଙ୍କୁ ରାଧା ଚରିତ୍ରରେ ଦେଖିବାକୁ ମିଳିଥିଲା । ସେହି ଫିଲ୍ମ ପାଇଁ ତାଙ୍କର ଗୋଟିଏ ନୂଆ ପରିଚୟ ସୃଷ୍ଟି ହୋଇପାରିଥିଲା…