Browsing Tag

kaptipada

ଅତିରିକ୍ତ ତହସିଲଦାରଙ୍କୁ କରିଲେ ମରଣାନ୍ତକ ଆକ୍ରମଣ, ମାଫିଆମାନେ ଭାଙ୍ଗି ଚୁରମାର କରିଲେ ଗାଡି

କପ୍ତିପଦା : ମାତିଲେ ମାଫିଆ ।  ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ ।  ଅତିରିକ୍ତ ତହସିଲଦାରଙ୍କୁ କରିଲେ ମରଣାନ୍ତକ ଆକ୍ରମଣ ।  ଭାଙ୍ଗି ଚୁରମାର କରିଲେ ଗାଡି ।  ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ ।  କପ୍ତିପଦା ଅତିରିକ୍ତ ତହସିଲଦାର…

କପ୍ତିପଦା ଥାନା ନୁଦଡିହା ଗାଁରେ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ଉଭୟ ବାପା ଓ ପୁଅ ମେଡିକାଲରେ ଭର୍ତ୍ତି

ଉଦଳା:  ଜମିଜମା ବିବାଦରୁ ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ଅଭାବନୀୟ ଘଟଣା ଘଟିଛି ଉଦଳା କପ୍ତିପଦା ଥାନା ନୁଦଡିହା ଗାଁରେ ।  ବିଲରେ କାମ କରୁଥିବା ବେଳେ ବାପା-ପୁଅଙ୍କୁ ଆକ୍ରମଣ ହୋଇଛି ।  ବିଲରେ ହିଡ଼ ଭାଙ୍ଗିବାକୁ ନେଇ ପରମାନନ୍ଦ ନାୟକ ଏବଂ ତାଙ୍କ ପୁଅ ସତ୍ୟସାଇ ନାୟକଙ୍କର ସଂପର୍କୀୟ…

ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଧାରଣା

ଉଦଳା(କେନ୍ୟୁଜ) :   ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପଢିବା ନିମନ୍ତେ ଆଜି ସ୍ଥାୟୀ ଘରଟିଏ ନାହିଁ । ଚାରି ବର୍ଷରୁ ଅଧିକ ହେବ ସ୍କୁଲ ପରିଚାଳନା କମିଟିର ସଭାପତି ଏବଂ ପ୍ରଧାନଶିକ୍ଷକ ମିଳିତ ଭାବେ ବିଦ୍ୟାଳୟ ଗୃହ ନିର୍ମାଣ କରୁଥିବା ବେଳେ ତାହା  ସଂପୂର୍ଣ୍ଣ ହୋଇପାରିନାହିଁ । ହେଲେ ଘର…

ମୟୂରଭଞ୍ଜ: କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ ଗିରଫ

ମୟୂରଭଞ୍ଜ(କେନ୍ୟୁଜ୍):  କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଆଜି କପ୍ତିପଦା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର ଏବଂ…