Browsing Tag

karan boolani

କପୁର ପରିବାରରେ ପୁଣି ଆଜି ବାଜିବ ଶାହାନାଇ, ବଏଫ୍ରେଣ୍ଡକୁ ବିବାହ କରିବେ ରିୟା

ବଲିଉଡ ଫ୍ଯାନଙ୍କ ପାଇଁ ଖୁସି ଖବର। କପୁର ପରିବାରରେ ପୁଣି ଆଜି ବାଜିବ ଶାହାନାଇ। ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁର ପ୍ରେମିକ କରନ ବୁଲାନିଙ୍କୁ ଆଜି ବିବାହ କରିବାକୁ ଯାଉଛନ୍ତି। ସୋନମ କପୁରଙ୍କ ପରେ ଏବେ ତାଙ୍କ ଭଉଣୀ ରିୟା କପୁର ମଧ୍ୟ ବିବାହ ବନ୍ଧନରେ ବାନ୍ଧିବାକୁ…