Browsing Tag

kasatandi flower

ନବରାତ୍ରି ପାଇଁ ବଲାଙ୍ଗିରର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି

ବଲାଙ୍ଗିର:  ମାଆ ଆସିବେ । ମାଆଙ୍କୁ ସ୍ଵାଗତ କରିବା ପାଇଁ ଚାଲିଛି ସବୁଠି ପ୍ରସ୍ତୁତି । ଏନେଇ ବଲାଙ୍ଗିର ମାଟିରେ କେତେ ସାଜସଜ୍ଜା । ପୂଜା ମଣ୍ଡପରେ ମୂର୍ତ୍ତି କାରିଗର ଦିନରାତି ଏକକରି ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ବ୍ୟସ୍ତ।  ଆଉ ମାଆଙ୍କ ଆଗମନକୁ ଦେଖି ଧବଳ ବର୍ଣ୍ଣା ଧରିତ୍ରୀ ।…

ଏହି ଅଞ୍ଚଳବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି କାଶତଣ୍ଡି, ହେଲେ ଜାଣନ୍ତୁ କାହିଁକି?

ଭଞ୍ଜନଗର: ଯେଉଁ ଫୁଲକୁ ଦେଖି, ପ୍ରଥମେ ଖୁସି ଅନୁଭବ କରୁଥିଲେ ଅଞ୍ଚଳବାସୀ, ଏବେ କିନ୍ତୁ ତାହା ଦୁଃଖର କାରଣ ପାଲଟିଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକର ଅଧିକାଂଶ ପଞ୍ଚାୟତରେ ଦେଖାଦେଇଛି ଏଭଳି ପରିସ୍ଥିତି । କାହିଁକି ଏବଂ କେମିତି ସୃଷ୍ଟି ହେଲା? ହସୁଛି, କାଶତଣ୍ଡି । ଦୁଃଖ…

ଶାରଦୀୟ ସମ୍ଭାର ନେଇ ଆସିଛି କାଶତଣ୍ଡି, ଚାନ୍ଦି ପରି ଚିକ୍ ଚିକ୍ ହୋଇ ଝଟକୁଛି ଧରାପୃଷ୍ଠରେ

ବାସୁଦେବପୁର: ପାର୍ବଣ ଋତର ଆଗମନରେ ଥିରି ଥିରି ପବନରେ କାଶତଣ୍ଡି ଫୁଲ ଖିଲି ଖିଲି ହସିଥାଏ । ଧୋବ ଫର ଫର ହୋଇ ଝଟକି ଥାଏ ସୂର୍ଯ୍ୟଙ୍କ କିରଣରେ । ଚାନ୍ଦି ପରି ଚିକ୍ ଚିକ୍ କରି ଝଟକି ଥାଏ ଏହି ଧରାପୃଷ୍ଠରେ। ପୁଣି କେତେ ବେଳେ ମେଘୁଆ ଆକାଶର ଭଷା ବାଦଲ ସହିତ ତାଳ ଦେଇ ନାଚି ଉଠିଥାଏ । ବୁଦା…

ଶରତ ଆଣିଛି କାଶତଣ୍ଡୀ ଫୁଲର ସମ୍ଭାର, ମା ଆସୁଛନ୍ତି ବୋଲି ଦେଉଛି ବାର୍ତ୍ତା

କଣ୍ଟାମାଳ: ଶରତ ଋତୁର ଆଗମନରେ ଚାରିଆଡ଼େ ଜମିଆସିଲାଣି ପାର୍ବଣର ମାହୋଲ । ଦୁର୍ଗା ମାଁଙ୍କ ଆଗମନରେ ପୁଲକିତ ହେବ ଧରଣୀରାଣୀ । ନଦୀ ନାଳ ବିଲ,ଆଦି ସବୁଜିମା କୋଳରେ ଏ କାଶତଣ୍ଡି ଫୁଲର ଖିଲିଖିଲି ହସ । ଥରିଥରି ପବନର ସ୍ପର୍ଶରେ ଉଲ୍ଲସିତ ହୋଇ ଉଠୁଛି କାଶତଣ୍ଡିଫୁଲ । ଯାହା ସୂଚନା ଦେଉଛି…

ବାସ୍ନାରେ ନୁହେଁ କିନ୍ତୁ ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ମୋହିତ କରେ ଏହି କାଶତଣ୍ଡୀ ଫୁଲ

ଧରାପୃଷ୍ଠ ରଙ୍ଗବେରଙ୍ଗର ଫୁଲ ଦ୍ୱାରା ସଜାଇ ହୋଇଥାଏ । କେଉଁ ଫୁଲ କୋଣ ଅନୁକୋଣରେ ତାର ବାସ୍ନାର ମହକ ଭରି ଦେଇ ଥାଏତ ପୁଣି କାର ମହକ ନଥାଇ ବାଟ ଚଲା ଲୋକଙ୍କୁ ଆକର୍ଷଣ କରିଥାଏ । ଆଶ୍ୱୀନ ମାସର କଅଁଳିଆ ବାଦଲର ହାଲକା ପବନ ମଧ୍ୟରେ ଖିଲ ଖିଲ ଗୀତ ଗାଇ ଖେଳି ବୁଲେ ଧରଣୀ ବକ୍ଷରେ । ମନ ମୁଗ୍ଧ…