Browsing Tag

Kasautii Zindagii Kay

ବନ୍ଦ ହେବ ଚର୍ଚ୍ଚିତ ଟିଭି ସିରିଏଲ ‘କସୌଟି ଜିନ୍ଦେଗୀ କି’, ଏହି ଦିନ ଆସିବ ଶେଷ ଏପିସୋଡ, ଜାଣନ୍ତୁ…

ଚର୍ଚ୍ଚିତ ଟିଭି ସିରିଏଲ 'କସୌଟି ଜିନ୍ଦେଗୀ କି' ବନ୍ଦ ହେବାକୁ ଯାଉଛି। ଖବର ରହିଛି କି, ବିଭିନ୍ନ ସମସ୍ୟା ଭିତରେ ପ୍ରଯୋଜକ ଏକତା କପୁର ଶୋ' ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। 'କସୌଟି ଜିନ୍ଦେଗୀ କି'ର ଶେଷ ଏପିସୋଡ ୩ ଅକ୍ଟୋବରରେ ପ୍ରସାରିତ ହେବ। ଏଥର ସିରିଏଲର ଅନ୍ତ ଦୁଃଖଦ ରହିବ।…