Browsing Tag

kashipur cholera

ରାୟଗଡାରେ ଥମିବାର ନାଁ ନେଉନାହିଁ ଝାଡାବାନ୍ତି : କାଶୀପୁର ପରେ ଏବେ କଲ୍ୟାଣସିଂପୁର

ରାୟଗଡା (କେନ୍ୟୁଜ୍): ରାୟଗଡା ଜିଲ୍ଲାରେ ଝାଡାବାନ୍ତି ଥମିବାର ନାଁ ନେଉନାହିଁ । କାଶୀପୁର ବ୍ଳକ ପରେ ଏବେ କଲ୍ୟାଣସିଂପୁର ବ୍ଳକକୁ ବ୍ୟାପିଛି ଝାଡାବାନ୍ତି । ବୁଡାଗୁଡାର ଗୁରୁତଲି ଗାଁର ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନେ ଶିକରପାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା…

ବିଧାନସଭା ଶୂନ୍ୟକାଳରେ ଉଠିଲା କାଶୀପୁର କଲେରା ପ୍ରସଙ୍ଗ : ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ପ୍ରଶ୍ନକାଳରେ ପୁଣି ଉଠିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଉତ୍କଳ ଆଲୁମିନା ପାଣିକୁ ବିଶୋଧନ ନକରି ଦୂଷିତ ପାଣି ଛାଡୁଥିବାରୁ ଝାନ୍ତାବାନ୍ତି ବ୍ୟାପୁଛି । ଏନେଇ…

କାଶୀପୁର ଡେଙ୍ଗାଗୁଡ଼ା ଗାଁରେ ହଇଜା ନେଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ଯା ୮କୁ ବୃଦ୍ଧି

ରାୟଗଡ଼ା(କେନ୍ୟୁଜ୍): ହଇଜାରେ ଆଉ ଜଣଙ୍କ ମୃତ୍ୟୁ। ରାୟଗଡ଼ା କାଶୀପୁର ବ୍ଲକ ଡେଙ୍ଗାଗୁଡ଼ା ଗାଁରେ ହଇଜା ନେଲା ଆଉ ଜଣଙ୍କ ଜୀବନ। ମୃତକ ଜଣକ ଅର୍ଜୁନ ଜାନି। ଗତ ୧୮ ତାରିଖରେ ସେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଅର୍ଜୁନ ଜାନିଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ହଇଜାରେ ୮ଜଣ ମୃତ୍ୟୁବରଣ…

କାଶୀପୁରରେ ଚିନ୍ତା ବଢ଼ାଇଛି ହଇଜା: ୧୦୦ରୁ ଅଧିକ ଲୋକ ସଂକ୍ରମିତ, ଆଜି ସ୍ଥିତି ସମୀକ୍ଷା କରିବେ ଜନସ୍ୱାସ୍ଥ୍ୟ…

ରାୟଗଡା(କେନ୍ୟୁଜ୍):କାଶୀପୁରରେ ହଇଜା ଚିନ୍ତା ବଢ଼ାଇଛି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏ ଶହେରୁ ଅଧିକ ଲୋକ ହଇଜାରେ ସଂକ୍ରମିତ ହେଲେଣି । ୭ ଜଣ ପ୍ରାଣ ହରାଇଛନ୍ତି । କାଶୀପୁର ବ୍ଳକର ଟିକିରି, ଦୁଡକାବାହାଲ, ମାଇକଞ୍ଚ , କୁଚେଇପଦର, କୋଡିପାରି, ଡଙ୍ଗାସିଲ ଓ ତଳଝିରି ପଞ୍ଚାୟତରେ ହଇଜା…