Browsing Tag

kashmiri kaju pulao

ଆଜି ଘରେ ଥରେ ଟ୍ରାଏ କରନ୍ତୁ କାଶ୍ମୀର କାଜୁ ପଲଉ, ବନାଇବା ପୁରା ସହଜ

ପଲଉ ଏକ ଏମିତି ଡିସ ଯାହା ବହୁତ କମ୍‌ ସମୟରେ ପ୍ରସ୍ତୁତ ହୋଇଯାଏ। ଏହାସହିତ ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଆପଣ ତ ଅନେକ ପ୍ରକାର ପଲଉ ଖାଇଥିବେ କିନ୍ତୁ ଥରେ ଆପଣ କାଶ୍ମୀର କାଜୁ ପଲଉ ନିଶ୍ଚୟ ପ୍ରସ୍ତୁତ କରନ୍ତୁ। ଏହାର ସ୍ୱାଦ ଆପଣ ଚାହିଁଲେ ବି ଭୁଲିପାରିବେନାହିଁ। ତାହେଲେ…