ଗୋରୁ ଭର୍ତ୍ତି କଣ୍ଟେନର ଜବତ କଲା ଖୋର୍ଦ୍ଧା ଟାଉନଥାନା ପୋଲିସ
ଖୋର୍ଦ୍ଧା(କେନ୍ୟୁଜ): ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଜାତୀୟ ରାଜପଥ ୧୬ ରୁ ପୋଲିସ ଜବତ କଲା ଗୋରୁ, ବଳଦ, ଷଣ୍ଢ ଭର୍ତ୍ତି କଣ୍ଟେନର କଲିକତା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି।
ପୋଲିସ ଗାଡି କୁ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଛି। ଜବତ ଗୋରୁ ମାନଙ୍କୁ…