ପୁଣି ଆଉ ୩ ଦିନିଆ ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ, ଅନେକ ଗୁମର ଖୋଲୁଛି ପୋଲିସ୍
ଭୁବନେଶ୍ବର: ପୁଣି ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ । ଆଉ ୩ ଦିନ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ପୋଲିସ । ଲକ୍ଷ୍ମୀସାଗର ଥାନାରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କିଡ୍ନୀ ଠକେଇ ନେଇ ଜଣେ ମହିଳା ଅଭିଯୋଗ କରିଥିଲେ । ପୂର୍ବରୁ ନୟାପଲ୍ଲୀ ପୋଲିସ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ…