Browsing Tag

kidney racket in bhubaneswar

ପୁଣି ଆଉ ୩ ଦିନିଆ ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ, ଅନେକ ଗୁମର ଖୋଲୁଛି ପୋଲିସ୍

ଭୁବନେଶ୍ବର: ପୁଣି ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ । ଆଉ ୩ ଦିନ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ପୋଲିସ । ଲକ୍ଷ୍ମୀସାଗର ଥାନାରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କିଡ୍‌ନୀ ଠକେଇ ନେଇ ଜଣେ ମହିଳା ଅଭିଯୋଗ କରିଥିଲେ । ପୂର୍ବରୁ ନୟାପଲ୍ଲୀ ପୋଲିସ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ…

କୋର୍ଟ ଚାଲାଣ ହେଲା କିଡ୍‌ନୀ ଦଲାଲ ହିମାଂଶୁ ନନ୍ଦ, ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଠକି ନେଇଥିଲା ୫ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ୱର: କୋର୍ଟ ଚାଲାଣ ହେଲା କିଡ୍‌ନୀ ଦଲାଲ ହିମାଂଶୁ ନନ୍ଦ। ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ଗତକାଲି ହିମାଂଶୁଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। କିଡନୀ ଯୋଗାଇଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ତାକୁ ଗିରଫ…