Below header
Browsing Tag

kills 22

ଚୀନ୍‌ରେ ବଡ଼ ଧରଣର ବିସ୍ଫୋରଣ, ୨୨ ଜଣଙ୍କ ମୃତ୍ୟୁ

ବେଜିଂ : ଉତ୍ତର ଚୀନ୍‌ର ଝାନଜିଆକୋଉ ସହରରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ୨୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସହରରରେ ଥିବା ହିବେଇ ସେନଗୁହା କେମିକାଲ ଫ୍ୟାକଟ୍ରିରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୫୦ରୁ ଅଧିକ କାର୍‌…