Browsing Tag

KKR Vs PBKS

ଶିଖରଙ୍କ ଆଗରେ ହାର ମାନିଲେ ନିତିଶ, ବାଜି ମାରିନେଲା ପଞ୍ଜାବ

ଆଇପିଏଲ-୨୦୨୩ର ଦ୍ୱିତୀୟ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ । ବର୍ଷା ଯୋଗୁଁ ଡିଏଲ ନିୟମ ଅନୁସାରେ କୋଲକାତା ନାଇଟ ରାଇଡର୍ସ ହାରିଛି। ଏହି ମ୍ୟାଚରେ ଦ୍ୱିତୀୟ ଇନିଂସରେ ୪ ଓଭର ବାକି ଥିବା ବେଳେ କୋଲକତା ପାଇଁ ବର୍ଷା କାଳ ସାଜିଥିଲା । ଆଉ ଯାହାର ଫାଇଦା ପାଇଲା ପଞ୍ଜାବ…

ଆଇପିଏଲ୍‌ ୨୦୨୩ : ଆଜି ନିତିଶଙ୍କ ଅଗ୍ନିପରୀକ୍ଷା, ପଞ୍ଜାବ ସହିତ ମୁହାଁମୁହିଁ ହେବ କୋଲକତା

ଆଇପିଏଲ୍‌ ୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍‌ ରାଇଡର୍ସ । ଦୁଇଟି ଯାକ ଟିମରେ ଦମଦାର ଖେଳାଳି ରହିଛନ୍ତି । କିନ୍ତୁ କେହି ବି ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରନ୍ତି ନାହିଁ । ପଞ୍ଜାବ ପ୍ରଥମ ଟାଇଟଲ ହାସଲ ଅପେକ୍ଷାରେ ରହିଥିବା ବେଳେ କୋଲକତା ୨…

ଆଇପିଏଲ୍‌ ୨୦୨୨: ଆଜି ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ

ଆଇପିଏଲ୍‌ ୨୦୨୨ର ଅଷ୍ଟମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ । ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ। ଗତ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍ ରାଇଡର୍ସ ପୁଣି ଥରେ…

ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ, କୋଲକତା ପାଇଁ ଚ୍ଯାଲେଞ୍ଜ

ଆଇପିଏଲ୍ ୨୦୨୧ର ୨୧ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ନାଇଟ୍ ରାଇଡର୍ସ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବାରୁ ସୋମବାର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ବିଜୟ ଧାରା ଜାରି ରଖିବାକୁ ସମସ୍ତ…