Browsing Tag

kolkata flood

କୋଲକତାରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ବନ୍ୟାଜଳରେ ଭାସିଗଲେ ୩୦ରୁ ଊର୍ଦ୍ଧ୍ୱ, ୮ମୃତ

କୋଲକତା(କେନ୍ୟୁଜ୍): କୋଲକତାରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଜଲପାଇଗୁଡ଼ିର ମାଲନଦୀରେ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଭାସି ଯାଇଥିବା ସୂଚନା ମିଳିଛି । ହଠାତ୍‌ ବନ୍ୟାଜଳ ମାଡ଼ି ଆସିବାରୁ ଅଘଟଣ ଘଟିଛି । ୧୧ ଜଣଙ୍କୁ…