ଆଜିଠୁ କୋରାପୁଟ୍ ସଟ୍ଡାଉନ୍, ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
କୋରାପୁଟ୍: ଆଜିଠୁ କୋରାପୁଟ୍ ସଟ୍ଡାଉନ୍ । ଅଗଷ୍ଟ ୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କେରାପୁଟ ଜିଲ୍ଲା ସଟଡାଉନ ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନିଆଯାଇଛି । କୋରାପୁଟ, ଜୟପୁର, ଲମତାପୁଟ ଓ…