Browsing Tag

krushi kalyan panthi

ଏଣିକି ଅବହେଳିତ ଚାଷୀଙ୍କୁ ଦିଆଯିବ ଗୁରୁତ୍ୱ, କାର୍ଯ୍ୟକାରୀ ହେବ କୃଷକ କଲ୍ୟାଣ ପାଣ୍ଠି

ଭୁବନେଶ୍ବର(କେନ୍ୟୁଜ୍) : ଏଣିକି ଅବହେଳିତ ଚାଷୀଙ୍କୁ ଦିଆଯିବ ଗୁରୁତ୍ୱ । କାଳିଆ ପରେ ଦୟନୀୟ ସ୍ଥିତିରେ ଥିବା ଚାଷୀଙ୍କୁ ମିଳିବ ସହାୟତା । ସେମାନଙ୍କ ପାଇଁ କାର୍ଯ୍ୟକାରୀ ହେବ କୃଷକ କଲ୍ୟାଣ ପାଣ୍ଠି। ଯେଉଁ ବ୍ଲକରେ ଅଧିକ ଚାଷୀ ମୃତ୍ୟୁ ଘଟଣା ଘଟୁଛି ତାକୁ ଚିହ୍ନଟ କରାଯିବ। ସମ୍ପୃକ୍ତ ବ୍ଲକର…