Browsing Tag

kubera temple

ଦେଢ଼ ହଜାର ବର୍ଷ ପୁରୁଣା ଏହି କୁବେର ମନ୍ଦିରରେ ଥିବା ମାଟିକୁ ଆଣି ରଖିଲେ ତାହା ଧନରେ ପରିବର୍ତ୍ତନ ହୋଇଯାଏ

ଧନବାନ ହେବା ପାଇଁ ଆମେ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଉ। ବିଶେଷ କରି ଗୁୁରୁବାର ଓ ଶୁକ୍ରବାର ମାତାଙ୍କର ପୂଜା ବେଶି ଶୁଭ ମନାଯାଏ। ତେବେ ଧନ, ସୁଖ ଓ ସମୃଦ୍ଧିି ପାଇଁ ଆପଣ ମାତା ଲକ୍ଷ୍ମୀଙ୍କ ସହିତ କୁବେର ଦେବଙ୍କ ପୂଜା ମଧ୍ୟ କରିପାରିବେ। ଆପଣ ଜାଣିରଖନ୍ତୁ ଯେ କୁବେର ଦେବଙ୍କ ବିନା ମାତା…