Below header
Browsing Tag

kuchinda news

ଗଛରୁ ଡେଇଁ ମାନସିକ ଅନଗ୍ରସରଙ୍କ ଭାଙ୍ଗିଲା ଅଣ୍ଟା ଓ ଗୋଡ଼, ଉଦ୍ଧାର କଲା ଅଗ୍ନିଶମ

କୁଚିଣ୍ଡା(କେ.ନ୍ୟୁଜ): ଗଛରୁ ଡେଇଁ ମାନସିକ ଅନଗ୍ରସର ଗୁରୁତର। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି (ଭାଟିପଡ଼ା) ନିକଟରେ ଥିବା ଏକ ବିରାଟ ବରଗଛରେ ଜଣେ ପ୍ରାୟ ୩୦ ବର୍ଷୀୟ ମାନସିକ ଅନଗ୍ରସର ଯୁବକ ହଠାତ ଚଢ଼ି ଯାଇଥିଲା। ମାତ୍ର ସେ ଓହ୍ଲାଇବାକୁ ଚେଷ୍ଟା କରୁଥିବା…

ଗୟାମାଲ ଡଙ୍ଗାଘାଟରେ ପାହାଚକୁ ନେଇ ବିବାଦ, ଲାଗିସାରିଛି ଫଳକ ହେଲେ ଏଯାଏ ହୋଇନି ନିର୍ମାଣ !

କୁଚିଣ୍ଡା: ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଜନପ୍ରତିନିଧି ଏବଂ ପଚାଂୟତ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସବୁ କିଛି ଅଧପନ୍ତରିଆ ହୋଇ ପଡିରହିଛି। ତେବେ ସରକାର ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮-୧୯ ମସିହାରେ…

ପାଣି ଭର୍ତ୍ତି ସିଲଭର ହଣ୍ଡା ଭିତରେ ପଡି ଶିଶୁ କନ୍ୟା ମୃତ

କୁଚିଣ୍ଡା : ସିଲଭର ହଣ୍ଡା ଭିତରେ ପଡି ଶିଶୁ କନ୍ୟା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଥାନା ଡୁମେରମୁଣ୍ଡା ଗ୍ରାମରେ। ଗ୍ରାମର ଶୁଶିଲ ସୋରେନଙ୍କ ୧ବର୍ଷ ଶିଶୁ କନ୍ୟା ଖେଳୁଥିବା ସମୟରେ ହଠାତ୍ ପାଣି ଭର୍ତ୍ତି ଥିବା ଏକ ସିଲଭର ହଣ୍ଡା ଭିତରେ ପଡିଯାଇଥିଲା। ତେବେ କିଛି ସମୟ…