Browsing Tag

labour problem

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବରଗଡ଼ର ୬ ଦାଦନ ଶ୍ରମିକ, ଜୀବନ ବଞ୍ଚାଇବା ପାଇଁ କରିଛନ୍ତି ଆକୁଳ ନିବେଦନ

ବରଗଡ଼ (କେନ୍ଯୁଜ୍): ଜୀବନ ବଞ୍ଚାଇବା ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଢେକିମୁଡ଼ା ଗାଁର ୬ ଜଣ ଦାଦନ ଶ୍ରମିକ ବାହାରେ ରାଜ୍ୟରେ ଫସିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା, ପଦ୍ମନାଭମ ପୋଲିସ ଷ୍ଟେସନ, ବୋନି ଗାଁରେ ଫସି ରହିଛନ୍ତି ଦାଦନ ଶ୍ରମିକ ।…

ପୁଣି ଦାଦନ ଦୁଃଖ : ତାମିଲନାଡୁରେ ଓଡ଼ିଶା ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ସମ୍ବଲପୁର (କେନ୍ୟୁଜ୍) : ରାଜ୍ୟରେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଏବେ ବି ଦାଦନ ଭାବେ ଯାଉଛନ୍ତି ଅନେକ । କେବେ ଦଲାଲ୍ ହାବୁଡ଼ରେ ପଡ଼ି ଶୋଷଣର ଶିକାର ହେଉଛନ୍ତି ତ ଆଉ କେବେ ମାଲିକର ନାଲିଆଖି ଓ ନିର୍ଯ୍ୟାତନାରେ ଅତିଷ୍ଠ ହେଉଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା…