Below header
Browsing Tag

lack of treatment

ମିଳିଲାନି ଅକ୍ସିଜେନ୍, ଚାଲିଗଲା ରୋଗୀଙ୍କ ଜୀବନ; ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ

ଚାନ୍ଦବାଲି (କେନ୍ୟୁଜ): ମିଳିଲାନି ଅକ୍ସିଜେନ, ଚାଲିଗଲା ମହିଳାଙ୍କ ଜୀବନ। ଡାକ୍ତରଙ୍କ ଅବହେଳା ପାଇଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ହସ୍‌ପିଟାଲ ପରିସରରେ ପରିବାର ଲୋକଙ୍କ ହୋହଲ୍ଲା ଓ ଧାରଣା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଅକ୍ସିିଜେନ…

ଚିକିତ୍ସା ଅଭାବ ଯୋଗୁଁ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା

ଜୟପୁର (କେନ୍ୟୁଜ): ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ । ଏହାକୁ ନେଇ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଉତ୍ତେଜନା । ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି ଥାନାର ଦ୍ୱାରସ୍ତ ହୋଇଛନ୍ତି । ଜଲାପୁଟରୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଜୟପୁର…

ଚିକିତ୍ସା ଅଭାବରୁ ମେଡିକାଲରେ ଚାଲିଗଲା ରୋଗୀଙ୍କ ଜୀବନ, ତାତିଲେ ସମ୍ପର୍କୀୟ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ମେଡିକାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୋଗରାଇ ଥାନା ଅଲାଲବିନ୍ଧା ଗାଁର ତରୁଲତା ଦାସ…