ବଣାଇ ଉପଖଣ୍ଡରେ ୟୁରିଆ ସାରର ଅଭାବ, ଶେଷରେ ରାସ୍ତାକୁ ଓହ୍ଲାଇଲେ ଚାଷୀ
ବଣାଇ: ୟୁରିଆ ସାରର ଅଭାବ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ଏବେ ଦେଖାଦେଇଛି ୟୁରିଆ ସାରର ଅଭାବ। ଯେଉଁ ସାର ଲାଗି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଲହୁଣିପଡ଼ା ବ୍ଲକ ରାଜାମୁଣ୍ଡା RCMS ଏବଂ ବଣାଇ ଲ୍ୟାମ୍ପ ଓ ଖୁଣ୍ଟଗାଁରେ ମଧ୍ୟ ସାର ନମିଳିବାକୁ ନେଇ ଚାଷୀମାନେ ରାସ୍ତା ରୋକ କରିଥିଲେ…