Browsing Tag

Lady 420

ଧରାପଡିଲେ ଲେଡି-420, ଓଲାରେ ବୁଲୁଥିଲେ, ଟଙ୍କା ନଦେଇ ଛୁ ମାରୁଥିଲେ

ଭୁବନେଶ୍ୱର : ଓଲାରେ ବୁଲୁଥିଲେ, ଟଙ୍କା ନଦେଇ ଛୁ ମାରୁଥିଲେ । ଶେଷରେ ନୟାପଲ୍ଲୀ ପୋଲିସ ହାତରେ ଧରାପଡିଲେ ଲେଡି-420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଚୁନା ଲଗାଇଛନ୍ତି । ଆଜି ଯୁବତୀଙ୍କ ଧରି ନୟାପଲ୍ଲୀ ପୋଲିସର ଜିମା ଦେଇଛନ୍ତି ଓଲା ଡ୍ରାଇଭର । ଯୁବତୀଙ୍କ ନାଁ ଶୁଭଶ୍ରୀ ବାରିକ । ଓଲା…