Below header
Browsing Tag

lady engineer

ଥାନାକୁ କାହିଁକି ଆସୁନାହାନ୍ତି ସୌମ୍ୟଜିତ ? ସସପେନ୍ସ ବଢୁଛି

କେନ୍ୟୁଜ୍(ବ୍ୟୁରୋ): ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ଉପରୁ କେବେ ହଟିବ ପରଦା । କାହିଁକି ଆତ୍ମହତ୍ୟାର ବାଟ ବାଛି ନେଲେ ଶ୍ୱେତା ? ତଦନ୍ତ ଭିତରେ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ନେଇ ସସପେନ୍ସ ବଢୁଛି। ପୋଲିସକୁ ତାଙ୍କ ପରିବାର ତଦନ୍ତରେ ସହଯୋଗ କରୁଥିବା…

ଆଜି ଥାନାରେ ହାଜର ହୋଇପାରନ୍ତି ଲେଡି ଇଂଜିନିୟର ଶ୍ୱେତାଙ୍କ ପୁରୁଷ ବନ୍ଧୁ, ନୋଟିସ କଲା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):ପୋଲିସ ସ୍କାନରରେ ଶ୍ୱେତାଙ୍କ ପୁରୁଷ ବନ୍ଧୁ । ଲେଡି ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ସୁଇସାଇଡ ସସପେନ୍‌ସ ଭିନ୍ନ ମୋଡ଼ ନେଇଛି । ଶ୍ୱେତାଙ୍କ ପୁରୁଷ ବନ୍ଧୁଙ୍କୁ ନୋଟିସ କଲା ପୋଲିସ । ଫୋନ ଯୋଗେ ନୋଟିସ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଆଜି ଥାାନାରେ ହାଜର…

ଶ୍ୱେତା ଡେଥ୍‌ ମିଷ୍ଟ୍ରି ଭିତରେ ସାମ୍ନାକୁ ଆସିଲା ଫୋନ୍‌ ବାର୍ତ୍ତାଳପ, ଉଭୟଙ୍କ ଭିତରେ ଜୋରଦାର ବଚସା ହେଉଛି

କେନ୍ୟୁଜ୍(ବ୍ୟୁରୋ):  ଶ୍ୱେତାଙ୍କ ଡେଥ୍‌ ମିଷ୍ଟ୍ରି ଉପରୁ ପରଦା ହଟି ନଥିବା ବେଳେ ଗୋଟିଏ ଅଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ଝିଅ ଜଣଙ୍କ ସୌମ୍ୟଜିତ ନାଁ ନେଇ କଥା ହେଉଛନ୍ତି । ହିନ୍ଦିରେ କଥାବାର୍ତ୍ତା କରୁଛନ୍ତି ଉଭୟ । ଦୁହିିଁଙ୍କ ଭିତରେ ବଚସା ସହ କଥା କଟାକଟି ଜୋରଦାର ହେଉଛି ।…

ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତ୍ୟା ଘଟଣା: ପୋଲିସ ଦେଲା ଚାଞ୍ଚଲ୍ୟକର ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):  ଲେଡି ସପ୍ଟ ୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ଶ୍ଵେତାଙ୍କ ମୋବାଇଲ ସିଡିଆରରୁ ପୋଲିସକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ମୃତ୍ୟୁ  ପୂର୍ଵରୁ ଶ୍ଵେତା କୁମାରୀ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ବାରମ୍ବାର କଲ କରିଥିଲେ । ଶ୍ଵେତାଙ୍କ କଲ ରିସିଭ…

ଭୁବନେଶ୍ବରରେ ପୁଣି ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସେ ଥିଲେ ସଫ୍ଟୱେର ଇଞ୍ଜିନିୟର

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବରରେ ପୁଣି ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଘଟଣା  ଘଟିଛି ଚନ୍ଦ୍ରଶେଖରପୁର ଥାନା  ଶୈଳଶ୍ରୀବିହାର  ଅଞ୍ଚଳରେ। ଯୁବତୀ ଜଣକ ସଫ୍ଟୱେର ଇଞ୍ଜିନିୟର ବୋଲି ସୂଚନା ମଳିଛି। ତାଙ୍କ ନାମ ଶ୍ଵେତା ଉତ୍କଳ କୁମାରୀ ଓ ଘର ଭଦ୍ରକ ଅଞ୍ଚଳରେ ।  ଏକ ଭଡା…