ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତ୍ୟା ଘଟଣା: ପୋଲିସ ଦେଲା ଚାଞ୍ଚଲ୍ୟକର ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):  ଲେଡି ସପ୍ଟ ୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ଶ୍ଵେତାଙ୍କ ମୋବାଇଲ ସିଡିଆରରୁ ପୋଲିସକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ମୃତ୍ୟୁ  ପୂର୍ଵରୁ ଶ୍ଵେତା କୁମାରୀ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ବାରମ୍ବାର କଲ କରିଥିଲେ ।

ଶ୍ଵେତାଙ୍କ କଲ ରିସିଭ କରିନଥିଲେ ସୌମ୍ୟଜିତ। ଖୁବଶୀଘ୍ର ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରକୁ ପଚରା ଉଚରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.