Below header
Browsing Tag

lamp lighting

୧ ଲକ୍ଷ ଦୀପ ଜାଳି ସଜାଇଲେ ମନ୍ଦିର ପରିସର, ଭକ୍ତଙ୍କ ଭକ୍ତିର ଅଦ୍ଭୁତ ଦୃଶ୍ୟ

୧ ଲକ୍ଷ ଦୀପରେ ସଜାଯାଇଛି ମନ୍ଦିର ପରିସର । ଦେଖିଲେ ଆଖି ଲାଖି ରହି ଯାଉଛି । ସନ୍ଧ୍ୟା ସମୟରେ ଏ ସୁନ୍ଦର ଦୃଶ୍ୟ ସମସ୍ତଙ୍କୁ ମନ ମୋହୁଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ କେନ୍ଦୁଝର ଜିଲ୍ଲା ଉତ୍ସବମୁଖର ହୋଇ ଉଠିଥିଲା । ମନ୍ଦିରରେ ରାମ ଭକ୍ତଙ୍କ ଭିଡ଼…

ଦୀପର ଉଚ୍ଚତା ରହିଛି ସାଢ଼େ ପାଞ୍ଚ ଫୁଟ୍‌, ଜଳିବ ୪୫ ଦିନ

ଦୀପ ତ ଅନେକ ଦେଖିଥିବେ । ବର୍ତ୍ତମାନ ଭିନ୍ନ ଭିନ୍ନ ଡିଜାଇନର ଦୀପ ବାହାରିଲାଣି । ଦୀପର ଉଚ୍ଚତା ଅଧିକ ନଥାଏ । କିନ୍ତୁ ଆମେ ଏପରି ଏକ ଦୀପ ବିଷୟରେ କହୁଛୁ ଯାହାର ଉଚ୍ଚତା ସାଢ଼େ ପାଞ୍ଚ ଫୁଟ ରହିଛି । ଏବଂ ଏହା ୪୫ ଦିନ ଧରି ଅନବରତ ଜଳିବ । ତେବେ ଏହି ଦୀପ କେଉଁ ଉଦ୍ଦେଶ୍ୟରେ ନିର୍ମାଣ…

କିମ୍ସରେ ପାଳିତ ହୋଇଛି ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯

ଭୁବନେଶ୍ବର(କେନ୍ୟୁଜ୍): କିମ୍ସ ଅଡିଟୋରିୟମ୍‌ରେ ପାଳିତ ହୋଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଙ୍ଗ ସାଇନ୍ସର ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯। ଏଥିରେ ନର୍ସିିଂ ଷ୍ଟୁଡେଣ୍ଟମାନେ ଦୀପ ପ୍ରଜ୍ଜଳନ କରିବା ସହ ନିସ୍ୱାର୍ଥମୂଳକ ସେବା ପ୍ରଦାନ କରିବା ପାଇଁ ଶପଥ ନେଇଥିଲେ…