Below header

କିମ୍ସରେ ପାଳିତ ହୋଇଛି ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯

ଭୁବନେଶ୍ବର(କେନ୍ୟୁଜ୍): କିମ୍ସ ଅଡିଟୋରିୟମ୍‌ରେ ପାଳିତ ହୋଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଙ୍ଗ ସାଇନ୍ସର ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯। ଏଥିରେ ନର୍ସିିଂ ଷ୍ଟୁଡେଣ୍ଟମାନେ ଦୀପ ପ୍ରଜ୍ଜଳନ କରିବା ସହ ନିସ୍ୱାର୍ଥମୂଳକ ସେବା ପ୍ରଦାନ କରିବା ପାଇଁ ଶପଥ ନେଇଥିଲେ । କିମ୍‌ସ ସିଇଓ ଡକ୍ଟର ବିଷ୍ଣୁ ପାଣିଗ୍ରାହୀଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଉପସ୍ଥିତ ଅତିଥିମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.