Browsing Tag

oath taking

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ ଧୋତି ଏବଂ ଚୋଲାରେ ଦେଖିବାକୁ ମିଳିଛନ୍ତି । ସାଂସଦ ଅମରାରାମ କହିଛନ୍ତି କି, ସରକାର ୧୩ ମାସ ପର୍ଯ୍ୟନ୍ତ ରାଜଧାନୀରେ ଯେଉଁ ଟ୍ରାକ୍ଟର ଏବଂ ଚାଷୀଙ୍କୁ ପଶିବାକୁ…

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ : ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ, ଚୀନ, ପାକିସ୍ତାନ ଏବଂ ମାଳଦ୍ୱୀପକୁ ମିଳିନି…

ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ୮ ତାରିଖ ସଂଧ୍ୟା ୮ଟା ବେଳେ ମୋଦି ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି । ମୋଦି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ…

ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା, ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା। ଗୌହାଟିର ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର

ଭୁବନେଶ୍ବର: ଆଜି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର । ରାଜଭବନରେ ହେଉଛି ଏହି ଶପଥ ଉତ୍ସବ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ପଞ୍ଜାବ ହରିଆଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର । ଜଷ୍ଟିସ…

ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର

କେନ୍ୟୁଜ ବ୍ୟୁରୋ : ଆଜି ବିହାରରେ ନୂଆ ସରକାର । ଲଗାତର ଚତୁର୍ଥ ଥର ପାଇଁ ବିହାର କମାଣ ସମ୍ଭାଳିବେ ନୀତୀଶ କୁମାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଫଗୁ ଚୌହ୍ଵାନ । ଆଉ କିଛି ସମୟ ପରେ ରହିଛି ଶପଥ ଗ୍ରହଣ…

ମା ନେଉଥିଲେ ଓକିଲାତିର ଶପଥ,  ଜଜ୍ ସମ୍ଭାଳିଲେ ଛୁଆକୁ, ଦେଖନ୍ତୁ ଭଡିଓ

କେନ୍ୟୁଜ୍(ବ୍ୟୁରୋ):  ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟିରୁ ଜଣା ପଡୁଛି ଯେ ଜଣେ ମହିଳା ଓକିଲ ହେବାପାଇଁ ଶପଥ ନେଉଥିଲେ। ହେଲେ ତାଙ୍କ ଛୁଆକୁ ଜଜ୍ ମହୋଦୟ ନିଜେ  କୋଳରେ ଧରିଥିବାର  ଭିଡିଓଟିରେ  ଦେଖିବାକୁ…

କିମ୍ସରେ ପାଳିତ ହୋଇଛି ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯

ଭୁବନେଶ୍ବର(କେନ୍ୟୁଜ୍): କିମ୍ସ ଅଡିଟୋରିୟମ୍‌ରେ ପାଳିତ ହୋଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଙ୍ଗ ସାଇନ୍ସର ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯। ଏଥିରେ ନର୍ସିିଂ ଷ୍ଟୁଡେଣ୍ଟମାନେ ଦୀପ ପ୍ରଜ୍ଜଳନ କରିବା ସହ ନିସ୍ୱାର୍ଥମୂଳକ ସେବା ପ୍ରଦାନ କରିବା ପାଇଁ ଶପଥ ନେଇଥିଲେ…

ଆଜିଠୁ ଆରମ୍ଭ ହେଲା ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ : ଓଡ଼ିଆରେ ଓଡ଼ିଶା ସାଂସଦ ଏବଂ ସଂସ୍କୃତରେ ଶପଥପାଠ କଲେ ପ୍ରତାପ…

ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଏହାପରେ ଅନ୍ୟମାନଙ୍କୁ ଶପଥ ପାଠ କରାଇଥିଲେ କାମଚଳା ବାଚସ୍ପତି। ଓଡ଼ିଆରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଓଡ଼ିଶାର ସାଂସଦ। ଓଡ଼ିଶାରୁ ସାଂସଦ ଭାବରେ…

ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବେ ୬ ହଜାର ଅତିଥି , ହେଲେ କାହିଁକି ନିଜ ପରିବାରକୁ ନିମନ୍ତ୍ରଣ କରିନାହାଁନ୍ତି ମୋଦି ?

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ । ଆଉ କିଛି ସମୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଶପଥ ଗ୍ରହଣ ପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ଦେଶ ଏବଂ ବିଦେଶରୁ ପ୍ରାୟ ୬ ହଜାର ଅତିଥି ସାମିଲ ହେବେ…

କାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି, ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇପାରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ ବିଧାୟକ। ଦଳର ନେତା ଭାବେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରହିବେ। ଏହି କାରଣରୁ ନବୀନ କାଲି ଦିଲ୍ଲୀ ଗସ୍ତ କରିବେ ନାହିଁ। ସେପଟେ…

ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ, ସୁରକ୍ଷା ପାଇଁ ନିୟୋଜିତ ହେବେ ୨୫ ପ୍ଲାଟୁନ ପୋଲିସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା, ଟ୍ରାଫିକ୍‌ ଓ ପାର୍କିଂ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ। ମୁତୟନ ହେବେ ୨୫ ପ୍ଲାଟୁନ୍‌ ଫୋର୍ସ, ସାଦା ପୋଷାକଧାରୀ ପୋଲିସ, କୁଇକ୍‌ ଆକ୍ସନ ଟିମ୍‌ ଓ ଡଗସ୍କ୍ଵାଡ । ଶପଥ ଗ୍ରହଣ ସମାରୋହ ସ୍ଥଳରେ…

ନବୀନଙ୍କ ଶପଥ ସମାରୋହ ପାଇଁ କସରତ, ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌

ଭୁବନେଶ୍ୱର : ନବୀନଙ୍କ ଶପଥ ସମାରୋହ ପାଇଁ କସରତ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌। ପ୍ରଥମ ଥର ରାଜଭବନ ବାହାରେ ଲୋକଙ୍କ ସାମନାରେ ଶପଥ ନେବ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ପଞ୍ଚମ ଥର ରାଜ୍ୟ ଭାର ସମ୍ଭାଳିବେ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ଉତ୍ସବରେ…