Browsing Tag

lata mangeshkar heath update

ପୁଣି ବିଗିଡ଼ିଲା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରକୁ ସିଫ୍ଟ କଲେ ଡାକ୍ତର

ପୁଣି ବିଗିଡ଼ିଲା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା। ଗତ ୨୭ ଦିନ ଧରି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିଲା। କିନ୍ତୁ ଏବେ ପୁଣିଥରେ ତାଙ୍କ ଦେହ ଖରାପ ହୋଇଥିବା ଖବର ସାମ୍ନାକୁ…

ସୁଧୁରୁଛି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା, ଏବେ ବି ଅଛନ୍ତି ଆଇସିୟୁରେ

ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ତାଙ୍କ ପରିବାରର ସୂଚନା ଅନୁସାରେ, ଲତା ଏବେ ବି ହସ୍ପିଟାଲର ଆଇସିୟୁରେ ଅଛନ୍ତି। କରୋନା ସଂକ୍ରମିତ ଲତା ମଙ୍ଗେସକରଙ୍କୁ ହାଲ୍‌କା ଲକ୍ଷଣ ସହ ଶନିବାର ଦକ୍ଷିଣ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲର…