Browsing Tag

late bijaya mohanty

ସତ୍ୟନଗର ମଶାଣିରେ ପାଉଁଶ ହୋଇଗଲା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର:  ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଓଲିଉଡ଼ ଜଗତର ଏହି ସୁନାମଧନ୍ୟ କଳାକାର ଜଣଙ୍କୁ ତାଙ୍କ ଜ୍ୱାଇଁ ମୁଖାଗ୍ନି ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ସତ୍ୟନଗର ମଶାଣିରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଏହା ସହ ପଞ୍ଚଭୂତରେ ଲୀନ…