Browsing Tag

late pregnancy

ଅଧିକ ବୟସରେ ଗର୍ଭଧାରଣ ହୋଇପାରେ କ୍ଷତିକାରକ, ଜାଣନ୍ତୁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ

ଆଜିର ଆଧୁନିକ ଯୁଗରେ ବିଳମ୍ବରେ ଗର୍ଭଧାରଣ କରିବା ସାଧାରଣ କଥା ହୋଇଗଲାଣି। ସମସ୍ତେ ନିଜ ଲାଇଫରେ ‘ସେଟଲ’ ହେବା ପରେ ପିଲା ପାଇଁ ପ୍ଲାନ୍‌ କରନ୍ତି। ଏମିତି ତ ପିରିୟଡ୍ସ ବନ୍ଦ ହେବା ପୂର୍ବ ପର୍ଯ୍ୟନ୍ତ ମହିଳାଙ୍କୁ ଗର୍ଭଧାରଣ ହେବାର ଆଶା ରହିଥାଏ। କିନ୍ତୁ ୩୦ ବର୍ଷ ପରେ ମାଆ ହେବା ସେତେଟା…