Browsing Tag

law exam

ଆଜି ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା, କୋର୍ଟଙ୍କ ଅନୁମତି କ୍ରମେ ଜେଲରେ ରହି ଦେବେ ପରୀକ୍ଷା

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ଦେବେ ଲ' ପରୀକ୍ଷା । ଝାରପଡ଼ା ଜେଲ୍‌ ଭିତରେ ଦେବେ ପରୀକ୍ଷା । ଏଥିପାଇଁ ଜେଲ୍‌ ମାନୁଆଲ ଅନୁୟାୟୀ ପରୀକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଜାନୁଆରୀ ୩୧ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ EXAM । କ୍ୟାପିଟାଲ ଲ କଲେଜରେ ଇଣ୍ଟିଗ୍ରେଟେଡ…