Browsing Tag

lawyer association

ଆଉ ହେବନାହିଁ ଓକିଲ ଆନ୍ଦୋଳନ, କାଲିଠୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର କୋର୍ଟ କାମ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ…

କେନ୍ୟୁଜ୍(ବ୍ୟୁରୋ):  ସୁପ୍ରିମକୋର୍ଟଙ୍କ କଥା ମାନିଲେ ଓକିଲ । କାଲିଠୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର କୋର୍ଟ କାମ । ଆଉ ହେବନାହିଁ ଓକିଲ ଆନ୍ଦୋଳନ । ଏ ନେଇ ଆଜି ବସିଥିବା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ସମସ୍ତ…