Below header
Browsing Tag

LEADERS SAID IT

ଆଖି ନାହିଁ କାନ ନାହିଁ, ଯାହା କହିଦେଲେ ବି ଦୋଷ ନାହିଁ

ଚଳିତ ନିର୍ବାଚନରେ ନେତାମାନଙ୍କ ପାଟିରେ ବାଡ଼ବତା ରହୁ ନାହିଁ । କିଏ କାହାକୁ କେତେବେଳେ କଣ କହୁଛି ତାର କିଛି ଠିକ୍‌ ଠିକଣା ନାହିଁ । ଯେମିତି ଜିଭ ଉପରେ ଆଦୌ ନିୟନ୍ତ୍ରଣ ନାହିଁ । ଏମିତିକି ସାଧାରଣ ସଭାରେ ଲୋକଙ୍କ ଆଗରେ ଭାଷଣ ଦେବା ବେଳେ ନେତାଏ ଶଳୀନତା ମଧ୍ୟ ଭୁଲି ଯାଉଛନ୍ତି । ଯାହା ତ…