Browsing Tag

legends league cricket

ୟୁସୁଫ ପଠାନଙ୍କୁ ଧକ୍କା ମାରିବା ମିଶେଲ ଜନସନଙ୍କୁ ପଡିଲା ମହଙ୍ଗା: ଏବେ ଦେବାକୁ ପଡିବ ଜରିମାନା, ମିଳିଲା ଚେତାବନୀ

ଲିଜେଣ୍ଡ ଲିଗ୍‌ କ୍ରିକେଟରେ ୟୁସୁଫ ପଠାନଙ୍କୁ ଧକ୍କା ମାରିବା ମିଶେଲ ଜନସନଙ୍କୁ ମହଙ୍ଗା ପଡିଛି। ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। ଫଳରେ ମିଶେଲ ଜନସନଙ୍କୁ ଜରିମାନା ଦେବାକୁ ପଡିବ। ମିଶେଲ ଜନସନଙ୍କୁ ମ୍ୟାଚର…

ଆଜିଠୁ ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌: କଟକ ବାରବାଟୀ ଷ୍ଟାଡିୟମରେ ସାମ୍ନା ସାମ୍ନି ହେବେ ମଣିପାଲ ଟାଇଗର୍ସ ଓ ଭିଲଓ୍ଵରା…

କଟକ(କେନ୍ୟୁଜ୍): ଆଜିଠୁ ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌। ସାମ୍ନା ସାମ୍ନି ହେବେ ମଣିପାଲ ଟାଇଗର୍ସ ଓ ଭିଲଓ୍ଵରା କିଙ୍ଗସ୍‌। ଅପରାହ୍ଣରେ ଉଭୟ ଟିମ୍‌ ଭୁବନେଶ୍ୱରରୁ ଆସି ଷ୍ଟାଡିୟମରେ ପହଞ୍ଚିବେ। ସନ୍ଧ୍ୟା ୭ଟା ୩୦ରେ ଫ୍ଲଡ୍‌ ଲାଇଟରେ ଆରମ୍ଭ ହେବ…

ଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ(କେନ୍ୟୁଜ୍): ଆସନ୍ତା ୨୬ରୁ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍। ଏଥି ପାଇଁ ଆଜି ସକାଳ ୧୦ଟାରୁ କାଉଣ୍ଟର‌୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଏ ନେଇ ଓଡ଼ିଶା କ୍ରିକେଟ୍‌ ସଂଘ ସଂପାଦକ ସଂଜୟ ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଥିଲେ।…