Browsing Tag

legs

ଦୁର୍ଘଟଣାରେ ଗୋଡ଼ ହରାଇଥିବା ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

(କେନ୍ୟୁଜ): ଦୁଇ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର। ଦୁର୍ଘଟଣାରେ ଗୋଡ଼ ହରାଇଥିବା ଦୁଇ ଦିବ୍ୟାଙ୍ଗଙ୍କର କୃତ୍ରିମ ଗୋଡ଼ ଲଗାଯାଇଛି। କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏଆରସି ପସିସରରେ ଏହି ଚିକିତ୍ସା କରାଯାଇଛି। କଟକ ଜିଲ୍ଲାର ୫୮ ବର୍ଷୀୟ ଗଗନ ସାମଲ, କୂଅ ଖୋଳା…