Browsing Tag

leopard and old woman

ପଛ ପଟୁ ବୃଦ୍ଧାଙ୍କୁ ଅକସ୍ମାତ ଆକ୍ରମଣ କଲା ଚିତା , କିନ୍ତୁ ବାଘ ସହ ଲଢେଇ କରି ମରଣ ମୁହଁରୁ ରକ୍ଷା ପାଇଲେ

ବାଘ-ବୃଦ୍ଧା ମୁହିଁମୁହିଁ । ବୃଦ୍ଧାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଆଗରେ ହାର ମାନିଲା ଏକ ଚିତାବାଘ । ନିଜ ଆଶାବାଡି ସାହାଯ୍ୟରେ ଚିତା ବାଘକୁ ପାଣି ପିଆଇଲେ ବୃଦ୍ଧା ଜଣଙ୍କ । ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ମୁମ୍ବାଇ ଗୋରେଗାଓଁ ଅଞ୍ଚଳରେ ଏହି ଭିଡିଓଟିକୁ ଯିଏ…