Browsing Tag

leopard torture

ଚିତାବାଘ ସହିତ ଏମିତି ଅମାନବୀୟ ଅତ୍ୟାଚାର କଲେ ଲୋକେ, ଭାଇରାଲ ହେଉଛି ପାଶବିକତାର ଦୃଶ୍ୟ

ଥମିବାର ନାଁ ଧରୁନାହିଁ ପଶୁ ଅତ୍ୟାଚାର। ଜଙ୍ଗଲରେ ପଶୁ ଆଉ ସୁରକ୍ଷିତ ନାହାନ୍ତି। ବାରମ୍ବାର ପଶୁଙ୍କ ଉପରେ ହେଉଥିବା ପାଶବିକ ଆତ୍ୟାଚାରର ଦୃଶ୍ୟ ଦେଖିବାକୁ ମିଳୁଛି। ମଣିଷ ଭୁଲିଯାଉଛି ପଶୁର ମହନୀୟତା। ନିକଟରେ ପଶୁଙ୍କ ଅତ୍ୟଚାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୁଜୁରାଟରେ…