Browsing Tag

lieutenant

ସ୍ବାମୀ ହେଲେ ଶହିଦ, ପରିବାକୁ ସମ୍ବାଳିବା ସହ ଦେଶକୁ ସୁରକ୍ଷା ଦେବାପାଇଁ ହୋଇଗଲେ ସେନା ଲେଫନେଣ୍ଟ

ନୂଆଦିଲ୍ଲୀ :  ମହିଳାଙ୍କ ଜୀବନରେ ବହୁ ଦୁଃଖର ସମୟ ସେତେବେଳେ ଆସିଥାଏ ଯେତେବେଳେ ବହୁତ କମ୍ ବୟସରେ ତାଙ୍କୁ ବିଧବାର ଜୀବନ ବିତାଇବାକୁ ପଡ଼ିଥାଏ। ଏହି ସମୟରେ ଦୁନିଆର ଦୁଃଖ ତାଙ୍କ ଉପରେ ପଡ଼ିଗଲା ଭଲି ଲାଗିଥାଏ। କିଏ ଚାହିଁଲେ ମଧ୍ୟ ସେହି ସମୟରେ ନିଜକୁ ସମ୍ବାଳି ପାରିନଥାନ୍ତି। ଏପରିକି କିଛି…