Below header
Browsing Tag

life style

ସୁଖୀ ରହିବାକୁ ଚାହୁଁଛନ୍ତି କି? ତେବେ ଛାଡ଼ନ୍ତୁ ଏହି ସାତୋଟି ଅଭ୍ୟାସ

ମଣିଷ ଏକ ସାମାଜିକ ପ୍ରାଣୀ। ସୁଖ ଦୁଃଖ ହସ ଲୁହ ଏସବୁ ଆମ ନିତିଦିନିଆ ଜୀବନର ଏକ ଅଙ୍ଗ। ଟଙ୍କା ପଇସା ହେଉ ବା ରୂପ ଯୌବନ କୌଣସି ଜିନିଷ ସବୁଦିନ ରହିବନି ଜାଣି ମଧ୍ୟ ଲୋକମାନେ ଅର୍ଥ କମାଇବାକୁ ଲାଗିପଡ଼ିଥାନ୍ତି। ଆଉ ବିଫଳ ହେଲେ ଦୁଃଖୀ ହୋଇପଡ଼ନ୍ତି। ତେବେ ଅନେକ ସମୟରେ ଆମର ଚିନ୍ତାଧାରା,…

ପ୍ରଥମ ଥର ଲାଗି ଭାରତୀୟମାନଙ୍କ ପାଇଁ ପୋଷକ ତତ୍ତ୍ବର ପରିମାଣ ହେବ ଧାର୍ଯ୍ୟ

ପ୍ରଥମ ଥର ପାଇଁ ଭାରତୀୟମାନଙ୍କ ପ୍ରତିଦିନ ଖାଦ୍ୟପେୟରେ ପୋଷକ ତତ୍ତ୍ବର ମାତ୍ରା ଏବଂ ପରିମାଣ ଧାର୍ଯ୍ୟ କରାଯାଇଛି। ଭାରତୀୟ ଚିକିତ୍ସା ପରିଷଦ( ଆଇସିଏମଆର)ର ଅନୁସନ୍ଧାନ ସଂସ୍ଥାର ରାଷ୍ଟ୍ରୀୟ ପୋଷକ ସଂସ୍ଥା ଭାରତୀୟମାନଙ୍କ ପାଇଁ ସଂଶୋଧନ ସୁପାରିଶ ସମ୍ବନ୍ଧୀୟ ଆହାର ରାଶନ(ଆରଡିଏ) ପ୍ରସ୍ତତୁ…

ମନ୍ତ୍ରୀ ପଦ ବି ବଦଳାଇ ପାରିଲାନି ଜୀବନଶୈଳୀ, ଭଙ୍ଗା ଘରେ ରାତି କାଟିବା ସହ ମନ୍ଦିର ସଫା କଲେ ପ୍ରତାପ ଷଡ଼ଙ୍ଗୀ

ସରଳ ଅମାଇକ ଜୀବନ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଗଣ ମାଧ୍ୟମର ଶିରୋନାମା ପାଲଟିଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହୋବାପରେ ପ୍ରଥମ ଥର ଗାଁକୁ ଆସିଛନ୍ତି । ଏହି ଅବସରରେ ତାଙ୍କୁ ତାଙ୍କ ଜନ୍ମମାଟିର ଲୋକମାନେ ଉଚ୍ଛେସିତ ସମ୍ବୋର୍ଦ୍ଧନା ଦେବା ସହ ତାଙ୍କର ଜୟଗାନ କରିଥିଲେ। କିନ୍ତୁ…

ଏହି ସବୁ କାମ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ନଷ୍ଟ ହୋଇଯିବ ଆପଣଙ୍କର ବହୁମୂଲ୍ୟ ସମୟ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ବିଭିନ୍ନ ପ୍ରକାର ଜିନିଷ ଉପରେ ପ୍ରାଧାନ୍ୟତା ଦେଇଥାନ୍ତି। ଯେପରି କି ଯେଉଁ କାମ ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ, ତାହା ଜରୁରୀ ନୁହେଁ ଅନ୍ୟ ଜଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥିବ। କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ…

କେଶ ଝଡ଼ୁଛି କି ତେବେ ନିଶ୍ଚିତ ପିଅନ୍ତୁ ଏହି ଡ୍ରିଙ୍କ୍ସ

କେଶ ଝଡ଼ିବାର ମୁଖ୍ୟ କାରଣ ହେଉଛି ପ୍ରୋଟିନ୍ ଅଭାବ ଓ ପେଟ ଗରମ। ଆପଣଙ୍କ ଶରୀରକୁ ଯଦି ଆବଶ୍ୟକ ପରିମାଣର ପ୍ରୋଟିନ୍ ମିଳିବ ଏବଂ ଆପଣଙ୍କ ପେଟ ଯଦି ଥଣ୍ଡା ରହିବ ତେବେ ଆଉ କେଶ ଝଡ଼ିବ ନାହିଁ। ତେବେ ଚାଲନ୍ତୁ ଜାଣିବା କ’ଣ ପିଇବା ଦ୍ୱାରା ପେଟ ଥଣ୍ଡା ରହିବ ଓ କ’ଣ ପିଇଲେ ଶରୀରକୁ ପ୍ରୋଟିନ୍…

ଅପଣଙ୍କ ଏହି ୫ଟି ଛୋଟ ଭୁଲ ଆୟୁଷ କରିଥାଏ ୫ ବର୍ଷ କମ

ବ୍ୟସ୍ତତା ଭରା ଜୀବନରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଖାଦ୍ୟପେୟରେ ସଠିକତା ନରହିବା କାରଣରୁ ନାହିଁ ନଥିବା ରୋଗର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଦୈନନ୍ଦିନ ଜୀବନରେ କିଛି ନିର୍ଦ୍ଦିଷ୍ଟ ଜିନଷକୁ ନଜରଅନ୍ଦାଜ କରିବା ଦ୍ବାରା ଆମ ଜୀବନରୁ କମ ହୋଇଥାଏ ୫ବର୍ଷ।…

ଜାଣିଛନ୍ତି କି ସମସ୍ତ ମହିଳା ନାକ ଫୋଡ଼ାଇବା ଦରକାର, ହୋଇଥାଏ ଅନେକ ଫାଇଦା

ମହିଳାଙ୍କ ନୋଥ କେବଳ ଏକ ସୌନ୍ଦର୍ଯ୍ଯ ବର୍ଦ୍ଧକ ଭାବେ ନୁହଁ ବରଂ ଏହା ପଛରେ ରହିଛି ଅନେକ କାରଣ। ନୋଥ ପିନ୍ଧିବା ପାଇଁ କରାଯାଇଥିବା ଛିଦ୍ର ଦ୍ବାରା ଅନେକ ସ୍ବାସ୍ଥ୍ଯାଗତ ଫାଇଦା ହୋଇଥାଏ। ଖାଲି ତାହା ନୁହଁ ଏହା ପଛରେ ରହିଥିବା ଅନେକ ଫାଇଦା ବିଷୟରେ ଜ୍ଯୋତିଷଶାସ୍ତ୍ରରେ ମଧ୍ୟ ଉଲ୍ଲେଖ…

ଥକାପଣ ସହ ଭଲ ନିଦ ସବୁର ସମାଧାନ ଗରମ କ୍ଷୀର , ଜାଣନ୍ତୁ ଆଉ କଣ  ମିଳିଥାଏ ଫାଇଦା

ଛୁଆ ହୁଅନ୍ତୁ ବା ବ୍‌ଦ୍ଧା କ୍ଷୀର ପିଇବା ସମସ୍ତଙ୍କ ସ୍ବାସ୍ଥ୍ଯ ପାଇଁ ଲାଭଦାୟକ। ଖାସ କରି ଶୀତଦିନରେ କ୍ଷୀର ପିଇବା ବହୁତ ଲାଭକାରୀ ହୋଇଥାଏ। କ୍ଷୀରରେ ରହିଥିବା ପ୍ରୋଟିନ୍, କାବ୍ରୋହାଇଡ଼୍ରେଟ୍, ଭିଟାମିନ୍ ଏବଂ ମିନେରାଲ ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ। ତେବେ ଏଥିପାଇଁ ସଠିକ୍…

ସୁନ୍ଦର ଏବଂ ଚମକଦାର ତ୍ବଚା ପାଇଁ ଏପରି କରନ୍ତୁ ଆଳୁର ବ୍ଯବହାର …

ଆମେ ନିତିଦିନ ଆଳୁ ଖାଇଥାଉ,ଏବଂ ସମସ୍ତଙ୍କ ପନିପରିବାରେ ଆଳୁର ମାତ୍ରା ଅଧିକ ରହିଥାଏ ।ଆଳୁ ଏମିତି ଏକ ପରିବା ଯାହା ସବୁ ତରକାରୀ ପାଇଁ ଦରକାର ପଡ଼ିଥାଏ । ଆଳୁ ଖାଇବାର ସ୍ୱାଦ ବଢେଇବା ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ଆପଣ ମାନେ ଜାଣନ୍ତି କି ଆଳୁ ରସ ଆମ ତ୍ୱଚା ପାଇଁ କେତେ ଆବଶ୍ୟକ…

ଦୀପାବଳି ସମୟରେ ଭୁଲରେ ଘରେ ରଖନ୍ତୁ ନାହିଁ ଏହି ଜିନିଷ, ଅଥବା ହୋଇପାରନ୍ତି ଲକ୍ଷ୍ମୀଛଡ଼ା

କାର୍ତ୍ତିକ କୃଷ୍ଣପକ୍ଷ ଅମବାସ୍ଯା ତିଥିରେ ପାଳନ କରାଯାଇଥାଏ ଦୀପାବଳି ପର୍ବ। ଏଥିରେ ମୁଖ୍ଯତଃ ଦେବୀ ଲକ୍ଷ୍ମୀଙ୍କର ଆରାଧନା କରାଯାଇଥାଏ। ଚଳିତ ବର୍ଷ ନଭେମ୍ବର ୭ ତାରିଖରେ ଦୀପାବଳି ପଡ଼ୁଥିବାରୁ ଏବେଠାରୁ ପୁରପଲ୍ଲୀ ଉତ୍ସବମୁଖର ହୋଇ ଉଠିଲାଣି। ତେବେ ଏହି ପର୍ବ ସମୟରେ ଘରରେ ଲକ୍ଷ୍ମୀଙ୍କ ଆଗମନ…

ଆପଣ ଜାଣିଛନ୍ତି କି, ଆଲମଣ୍ଡ ଅଏଲର ଏହି ବ୍ଯବହାର

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି । ଅ।ଉ ସେଥିପାଇଁ ଅନେକ ପ୍ରକାରର ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଇଥାନ୍ତି । କିନ୍ତୁ କଥା ହେଉଛି, ଆପଣ କରୁଥିବା ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ପରେ ସେଗୁଡ଼ିକୁ ଚେହେରାରୁ ହଟେଇବା ପାଇଁ ପୁଣି ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ…

ଆପଣ ଶାକାହାରୀ ଭାବି ଖାଉଥିବା ଏହି ଜିନିଷ ବାସ୍ତବରେ ଆମିଷ

ଆମ ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମିଷ ଖାଇବା ଆଦୌ ପସନ୍ଦ କରନ୍ତି ନାହିଁ। ଯଦି ଆପଣ ମଧ୍ୟ ଜଣେ ଶାକାହାରୀ ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ବାସ୍ତବରେ ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଜିନିଷ ଖାଉଛୁ ଯାହା ବାସ୍ତବରେ ଶାକାହାରୀ ନୁହଁ ଆମିଷ। ଆଜି ଆମେ ଆପଣଙ୍କୁ ସେହିପରି…