Browsing Tag

lift

ରକେଟ୍‌ ପରି ଉଡ଼ିଲା ଲିଫ୍ଟ ; ୨୫ ମହଲାର ଛାତ ଭାଙ୍ଗି ପହଞ୍ଚିଲା ଉପରେ, ୩ ଆହତ

ନୋଏଡା ହାଉସିଂ କମ୍ପ୍ଲେକ୍ସରେ ଏକ ଭୟଙ୍କର ଦୁର୍ଘଟଣା । ଲିଫ୍ଟର ବ୍ରେକ୍ ଫେଲ୍‌ ହୋଇ ଉପର ମହଲାର ଛାତ ଭାଙ୍ଗି ଉପରକୁ ଚାଲିଯାଇଥିଲା ଲିଫ୍ଟ। ଯାହାଫଳରେ ସେକ୍ଟର ୧୩୭ ର ପାରାସ୍ ଟାୟରା ସୋସାଇଟିରେ ଲିଫ୍ଟର ତିନିଜଣ ଅଧିବାସୀ ଆହତ ହୋଇଛନ୍ତି। ପୂୂର୍ବରୁ ହାଉସିଂ କମ୍ପ୍ଲେକ୍ସରେ ଲିଫ୍ଟ…

କିଏ ଆବିଷ୍କାର କରିଥିଲେ ଲିଫ୍ଟ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଯେତେବେଳେ ଆମେ ଏକ ଉଚ୍ଚ କୋଠା ଦେଖିଥାଉ, ଆମେ ପ୍ରଥମେ ସେଥିରେ ଲିଫ୍ଟ ଖୋଜିବା ଆରମ୍ଭ କରିଦେଇଥାଉ । ଏବେ ଏହି ଲିଫ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇସାରିଛି, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି କିଏ ଏହାକୁ ଉଦ୍ଭାବନ କରିଛନ୍ତି? ଲିଫ୍ଟ କିମ୍ବା ଏଲିଭେଟର ଆମ ଜୀବନର ଏକ ମୁଖ୍ୟ ଅଂଶ…

ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ୍‍: ଲିଫ୍ଟରେ ଫସିଲେ ଥାର୍ଡ ଅମ୍ପାୟାର, ୭ ମିନିଟ୍‌ ବିଳମ୍ବରେ ଆରମ୍ଭ ହେଲା ମ୍ୟାଚ୍‌

ଲିଫ୍ଟରେ ଫସିଲେ ଥାର୍ଡ ଅମ୍ପାୟାର। ନିଜ ସିଟ୍‌କୁ ନ ଆସିବାରୁ କିଛି ସମୟ ପାଇଁ ମ୍ୟାଚ୍‌କୁ ଅଟକାଇବାକୁ ପଡ଼ିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ୍‍ ମ୍ୟାଚ୍‌ରେ। ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର…

ରାବଣର ଲଙ୍କାକୁ ଯିବା ପାଇଁ ଲାଗିଥିଲା ଲିଫ୍ଟ, ବିଶ୍ୱାସ ନହେଲେ ବ ସତ

ରାବଣ ନିଜ ଖରାପ କାର୍ଯ୍ୟ, ଅହଂକାର ଏବଂ ଜ୍ଞାନ ଯୋଗୁ ପୁରାଣ କାଳରୁ ଖୁବ ପରିଚିତ । ଆପଣ ମାନେ ସୁନାର ଲଙ୍କା ବିଷୟରେ ମଧ୍ୟ ନିଶ୍ଚୟ ଶୁଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଏବେ ରାବଣର ସୁବର୍ଣ୍ଣ ଲଙ୍କା କେଉଁଠାରେ ଏବଂ କିପରି ଅଛି? ଆସନ୍ତୁ ଜାଣିବା ସୁନାର ଲଙ୍କା ବିଷୟରେ...…

ବେଙ୍ଗାଲୁରୁ ଫେରନ୍ତା ଯୁବକଙ୍କୁ ଲିଫ୍‌ଟ ଦେଇ ଲୁଟି ନେଲେ ୭୫ ହଜାର ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ଲିଫ୍‌ଟ ଦେଇ ୭୫ ହଜାର ଟଙ୍କା ଲୁଟ। ବେଙ୍ଗାଳୁରୁ ଫେରନ୍ତା ଯୁବକଙ୍କୁ ଭୁବନେଶ୍ୱରରୁ ଲିଫ୍‌ଟ ଦେଇ ଲୁଟିବା ପରେ ଛତିଆ ନିକଟରେ ଫିଙ୍ଗି ଚାଲିଗଲେ ଲୁଟେରା। ରାଜକନିକାର ଧୀରେନ ପରିଡା ଗତ ୧ତାରିଖରେ ବେଙ୍ଗାଳୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତ୍‌ସଙ୍ଗ…