Below header
Browsing Tag

lion dead

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’, ଅସୁସ୍ଥତା କାରଣରୁ ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନିର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧ କୁ ଖସିଆସିଛି । ବିନିର ମୃତ୍ୟୁ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ…

ନନ୍ଦନ କାନନରେ ପୁରୁଷ  ସିଂହ ପିଛାନର ମୃତ୍ୟୁ, ୨୦୧୩ରେ ଆସିଥିଲା ଗୁଜରାଟ ଚିଡିଆଖାନାରୁ

ଭୁବନେଶ୍ବର(କେନ୍ୟୁଜ୍): ଗୁଜରାଟ ଚିଡିଆଖାନାରୁ ୨୦୧୩ ମସିହାରେ ଆସିଥିବା ପୁରୁଷ ସିଂହ ଫିଛାନର ମ୍‌ତ୍ୟୁ ଘଟିଛି। ସିଂହଟି ୨୧ ବର୍ଷ ବୟସର ହୋଇଥିବା ଜଣା ପଡିଛି। ନନ୍ଦନ କାନନ ଚିଡିଆଖାନାର କର୍ତ୍ତୁପକ୍ଷଙ୍କ କହିବା ମୁତାବକ  ସିଂହଟି ବୁଢା ହୋଇଯିବା କାରଣରୁ ଦୀର୍ଘଦିନ ହେବ ଅସୁସ୍ଥ…

ଗୁଜୁରାଟ ଗୀର୍‌ ଅଭୟାରଣ୍ୟରେ ପୁଣି ସିଂହ ମଡକ

ଗୁଜୁରାଟ(କେନ୍ଯୁଜ୍) : ଗୁଜୁରାଟ ଗୀର୍‌ ଅଭୟାରଣ୍ୟରେ ପୁଣି ସିଂହଙ୍କ ମୃତ୍ୟୁ । ଆମରେଲି ଜିଲ୍ଲାର ଦଲଖାନିଣା ରେଞ୍ଜରେ ସିଂହର ମୃତ୍ୟୁ ହୋଇଛି । ୧୦ ଦିନରେ ୧୦ ସିଂହଙ୍କ ମୃତ୍ୟୁ ହୋଇଛି । ଅଭୟାରଣ୍ୟରେ ସିଂହ ମୃତ୍ୟୁ ସଂଖ୍ୟା ୨୧ ପହଞ୍ଚିଛି । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହିଁ ଏସବୁ…

ଗୁଜୁରାଟ ଗିର ଅଭୟାରଣ୍ୟରେ ସିଂହ ମଡକ, ୧୧ ଦିନରେ ୧୧ଟି ସିଂହଙ୍କ ମୃତ୍ୟୁ

ଗୁଜୁରାଟ(କେନ୍ଯୁଜ୍) : ଗୁଜୁରାଟ ଗିର ଅଭୟାରଣ୍ୟରେ ସିଂହ ମଡକ । ଗତ ୧୧ ଦିନ ମଧ୍ୟରେ ୧୧ଟି ସିଂହଙ୍କ ମୃତ୍ୟୁ ହୋଇଛି । ଅଭୟାରଣ୍ୟର ଅମରେଲୀ ରେଞ୍ଜରେ ଗୋଟିଏ ଦିନରେ ୩ଟି ସିଂହର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ମୃତଦେହକୁ ରୋନିୟା ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏ ପର୍ଯ୍ଯନ୍ତ ଅମରେଲୀ…