Below header
Browsing Tag

liquor protest

ତୀବ୍ର ହେବାରେ ଲାଗିଛି କାକଟପୁର ବଲରା ଗାଁରେ ମଦ ବିରୋଧୀ ଆନ୍ଦୋଳନ: ଟାୟାର ଜାଳି, ଠେଙ୍ଗା ଧରି ରାସ୍ତା ଉପରେ ଶତାଧିକ…

କାକଟପୁର(କେନ୍ୟୁଜ): ତୀବ୍ର ହେବାରେ ଲାଗିଛି କାକଟପୁର ବଲରା ଗାଁରେ ମଦ ବିରୋଧୀ ଆନ୍ଦୋଳନ । ଉତ୍କଳ ପ୍ଲାଜାରେ ମଦ ଦୋକାନ ସାଙ୍ଗକୁ ଡ୍ୟାନ୍ସବାର ଖୋଲିବାକୁ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଏହାକୁ ବିରୋଧ କରି ଗତକାଲି ଠାରୁ ଜାରି ରହିଛି ଧାରଣା ଏବଂ ରାସ୍ତାରୋକ । ରାସ୍ତାରେ ଟାୟାର…

ମଦ ଦୋକାନ ସ୍ଥାନାନ୍ତର ଦାବିରେ ବିକ୍ଷୋଭ, ଟାୟାର ଜାଳି ରାସ୍ତାରୋକ

କେନ୍ଦ୍ରାପଡା (କେନ୍ୟୁଜ୍) : ମଦ ଦୋକାନ ସ୍ଥାନାନ୍ତର ଦାବିରେ ବିକ୍ଷୋଭ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଜରିମୂଳ ବଜାରରେ ଥିବା ମଦ ଦୋକାନ ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଜରିମୂଳ ବଜାରରେ ଥଇବା ୨ଟି ସରକାରୀ ମଦ ଦୋକାନକୁ ସ୍ଥାନାନ୍ତର ଦାବିରେ…