Browsing Tag

liquor sales today

ଉତ୍ତରପ୍ରଦେଶରେ ଆଜି ମିଳିବନି ମଦ; ‘ଡ୍ରାଏ ଡେ’ ଘୋଷିତ କଲେ ସରକାର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସବୁ ଜିଲ୍ଲାକୁ ଆଜି ଡ୍ରାଏ ଘୋଷିତ କରାଯାଇଛି । ଅର୍ଥାତ୍ ଆଜି ରାଜଧାନୀ ଲକ୍ଷ୍ନୌ ସମେତ ସମସ୍ତ ଜିଲ୍ଲାରେ ମଦ ଦୋକାନ ବନ୍ଦ ରହିବ। ଏ ସମ୍ପର୍କରେ ଏକ୍ସାଇଜ୍ ବିଭାଗ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳ ୧୦ ଟାରୁ ୫ ଟା…

ମଦ ପାଇଁ ବିକଳ ସାରା ଦେଶ : କେଉଁଠି ମରାମରି ତ ଆଉ କେଉଁଠି ପୋଲିସ୍‌ର ଲାଠି ମାଡ଼, କର୍ଣ୍ଣାଟକରେ ୪୫ କୋଟିର କାରବାର

ନୂଆଦିଲ୍ଲୀ : ମଦ ପାଇଁ ଲମ୍ବା ଲାଇନ୍‌ । ମଦ ଦୋକାନ ଖୋଲୁ ଖୋଲୁ ଲୋକଙ୍କ ଭିଡ । ଦୀର୍ଘ ଦିନର ତାଲାବନ୍ଦ ପରେ ଆଜି ସକାଳୁ ସମଗ୍ର ଦେଶରେ ଖୋଲିଥିଲା ମଦ ଦୋକାନ । ସକାଳୁ ସକାଳୁ ଅନେକ ମଦ ଦୋକାନ ସାମ୍ନାରେ ଖଚାଖଚ୍‌ ଭିଡ । କିଛି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ମଦ ଦୋକାନ ସାମ୍ନାରେ…