ଦ୍ୱିତୀୟ ଥର ମା’ ହେଲେ ଲିସା ହେଡେନ୍, ଦୁଇ ପୁଅଙ୍କ ଫଟୋ ଏକାସାଥୀରେ ଶେୟାର କରି ପ୍ରଶଂସା ସାଉଁଟିଲେ ଏହି ଅଭିନେତ୍ରୀ
କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ’ରେ ନଜର ଆସିଥିବା ଅଭିନେତ୍ରୀ ଲିସା ହେଡେନ୍ ଦ୍ୱିତୀୟ ଥର ମା’ ହୋଇଛନ୍ତି। ସେ ପୁଣିଥରେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଛନ୍ତି। ଲିସା ଓ ତାଙ୍କ ସ୍ୱାମୀ ଡିନୋ ଲାଲବାନୀ ନିଜ ନବଜାତକର ନାଁ ‘ଲିୟୋ’ ରଖିଛନ୍ତି। ଏ ନେଇ ସେମାନେ ସୋସିଆଲ ମିଡିଆ…