ବୁଦ୍ଧିରେ ବିଚକ୍ଷଣ ଇଶାନ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ
ନୀଳଗିରି: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଅଡ଼େଇ ବର୍ଷର କୁନି ପୁଅ । ଖନେଇ ଖନେଇ କଥା କହୁଛି । ହେଲେ ବୁଦ୍ଧି ତାର ବିଚକ୍ଷଣ । ଠିକ୍ ରେ କଥା କହିପାରୁ ନାହିଁ । କହିଲା ବେଳେ ପାଟି ଲାଖି ଯାଉଛି । ତଥାପି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିପାରିଛି ।
ବାଲେଶ୍ବର ନୀଳଗିରି…