Below header
Browsing Tag

little star

ଖଣ୍ଡଗିରି ମେଳାରେ ମନ ମୋହୁଛି କୁନି ମୃଦଙ୍ଗ ବାଦକ, ଯିଏ ଦେଖୁଛି ସିଏ କହୁଛି ଆରେ ବାଃ..

ଭୁବନେଶ୍ବର(କେନ୍ଯୁଜ୍): କିଛି ଦିନ ତଳେ ଗଲା ମାଘ ସପ୍ତମୀ । ଏଥି ପାଇଁ ଖଣ୍ଡଗିରି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଉଛି ପଞ୍ଚ କୁଣ୍ଡିୟ କୁମ୍ଭ ମେଳା । ସବୁ ଥର ଭଳି ଏଥର ମଧ୍ୟ ଆସିଛନ୍ତି ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥମାନେ । ଏଠାକୁ ଆସି ଏହି ଖଣ୍ଡଗିରି ମେଳାରେ ଯୋଗ ଦେଇଛନ୍ତି। ପ୍ରାୟ…

ବେଙ୍ଗାଲୁରୁରେ ପୁରୀର କୁନି ଝିଅ ଦିବ୍ୟଶ୍ରୀଙ୍କୁ ମିଳିଲା ୨୦୨୨ କଳା ସମ୍ମାନ

ବେଙ୍ଗାଲୁରୁ(କେନ୍ଯୁଜ୍): ଓଡ଼ିଆ କୁନି ତାରକା ତଥା ୨୦୧୯ ଲିଟିଲ ମିସ୍ ଗ୍ଲୋବାଲ ୟୁନିଭର୍ସ ଟାଇଟଲ ବିଜେତା ଦିବ୍ୟଶ୍ରୀଙ୍କୁ ମିଳିଛି ଆଉ ଏକ ସଫଳତା । ଖୁବ କମ ବୟସରୁ ସେ ଦେଶ ବିଦେଶରେ ଅନେକ ସଫଳତା ହାସଲ କଲେଣି । ପୁରୀର ଦେବାଶିଷ ବେହେରାଙ୍କ ୫ ବର୍ଷର ଝିଅ ଦିବ୍ୟଶ୍ରୀ । ସେ ନିଜ ମା ଦେବୀ ଓ…