Below header
Browsing Tag

lockdown imposes in netherlands

ଅଣାୟତ୍ତ ଓମିକ୍ରନ ସଂକ୍ରମଣ, ନେଦରଲାଣ୍ଡରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା

ନୂଆଦିଲ୍ଲୀ : ୟୁରୋପରେ ଓମିକ୍ରନର ପ୍ରକୋପ ଚିନ୍ତା ବଢାଇଛି। ସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଥିବାରୁ ବିଭିନ୍ନ ଦେଶରେ କଠିନରୁ କଠିନ କଟକଣା ଲାଗୁ କରାଯାଉଛି। ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଦରଲାଣ୍ଡ ସରକାର ପୁଣି ଥରେ ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରିଛନ୍ତି। ଜାନୁଆରୀ…