ବଦଳିଲା ବ୍ୟାଙ୍କ ଲକର୍ ନିୟମ! ଚୋରି ହେଲେ ବ୍ୟାଙ୍କକୁ ଦେବାକୁ ପଡ଼ିବ ୧୦୦ ଗୁଣା କ୍ଷତିପୂରଣ
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗ୍ରାହକଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ନିୟମଗୁଡ଼ିକରେ ପରିବର୍ତ୍ତନ କରିଥାଏ। ଏଥର ପୁଣିଥରେ ଆରବିଆଇ ବ୍ୟାଙ୍କ ଲକର ସହ ଜଡିତ ନିୟମରେ ପରିବର୍ତ୍ତନ କରିଛି। ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ନେଇଛନ୍ତି ଏବଂ ଏଥିରେ ସୁନା, ରୁପା କିମ୍ବା ଅନ୍ୟାନ୍ୟ…