Browsing Tag

locust crisis

ଓଡ଼ିଶା ପାଇଁ ବଢିଲା ପଙ୍ଗପାଳ ବିପଦ, ପଲ ପଲ ପଙ୍ଗପାଳଙ୍କୁ ନେଇ ଚାଷୀ ଛାନିଆ

କେନ୍ଯୁଜ୍: ଓଡ଼ିଶା ପାଇଁ ବଢିଲା ପଙ୍ଗପାଳ ବିପଦ । ପଙ୍ଗପାଳ ଦଳ ଏବେ ମଧ୍ୟପ୍ରଦେଶ ସୀମା ଦେଇ ଛତିଶଗଡ଼ର ଭରତପୁର ଅଞ୍ଚଳରେ ପହଞ୍ଚି ସାରିଛନ୍ତି । ଭରତପୁରର ଜୱାରୀଟୋଲାରେ ପଲ ପଲ ପଙ୍ଗପାଳଙ୍କୁ ନେଇ ଚାଷୀ ଛାନିଆ। ଏହାପରେ ସଂପୃକ୍ତ ଅଞ୍ଚଳରେ କୀଟନାଶକ ସ୍ପ୍ରେ କରାଯାଇଛି । ଏନେଇ  ସ୍ଥିତି…